Online meating 14jun2026
ପିଲାମାନେ ଆଜି june 15, ଆଉ 15 ଦିନ ପରେ ସମସ୍ତେ free ହୋଇଯିବେ, ଆରାମ ରେ ଘରେ ବସିବେ, ତା ପରେ november ମାସରୁ renewals ପାଲା ଚାଲିବ, ଆମ ଭିତରୁ କିଏ ରହିବେ କିଏ ଯିବେ ତାର କୌଣସି ଠିକ୍ ନାହିଁ, ଏବେ ଠାରୁ ପଇସା ready ରଖି ଥାଆନ୍ତୁ କାରଣ renewals ଟାଇମ ରେ ଦେବାକୁ ପଡିବ. ଆମ ମାନଙ୍କର ତ ଏକତା ନାହିଁ, Bhubaneswar ଡାକିଲେ ଆସୁନ, on line meeting ରେ join କରୁନ, ଆଉ କଣ କଲେ ହେବ ମୁଁ ଚିନ୍ତା ବି କରି ପାରୁନାହିଁ ଭାଇ ଓ ଭଉଣୀ ମାନେ ଆମେ ଯେତେ ଦିନ କାମ କରିଛୁ ସେତିକି ଦିନର ଦରମା agency ଆମକୁ ଦେଉନାହିଁ, ଦୁଇ ତିନି ଦିନ କାଟି ଦେଉଛି କିନ୍ତୁ osam board ଠାରୁ ପୁରାଦିନ ର ପଇସା ଆଣିଛି, ଆମର ଯେତେ ଦିନର କାଟୁଛି ସେତିକି ଦିନର epf ଓ esi ମଧ୍ୟ କଟୁଛି ହେଲେ ଆମର ନିଦ ଭାଙ୍ଗୁ ନାହିଁ, ଆମେ କେବଳ କେବେ salary ଆସିବ ସେତିକି ଭିତରେ ସୀମାବଦ୍ଧ ହୋଇ ରହିଛୁ, ଯେତେ ହେଉ ଓ ଯେବେ ହେଉ salary ଗୋଟିଏ ମାସର ପାଇଗଲା ତ ବହୁତ ଖୁସି June ରୁ ଘରେ 4 ମାସ ବସିବା, ଚିନ୍ତା ନାହିଁ, ଦେଖନ୍ତୁ ଆଗକୁ ପ୍ରାୟ ଅନେକ rmc ର staff retirement ହେବେ ଅନେକ post ଖାଲି ହେବାର ଅଛି, ଆମେ ଦୁଇ ବର୍ଷ ହେବ କାମ କରିସାରିଛୁ, ଜଦୀ ଏହା ଉପରେ ଧ୍ୟାନ ଦେଲେ କିଛି ପିଲା regular post ପାଇବାର ସମ୍ଭାବନା ଅଛି ଭାଇ ମାନେ ଆମେ ଜଦୀ ଏକ ସ୍ଵର ହୋଇ ଲଢିବା...