518.67/- per day +

ପିଲାମାନେ ଏକ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଛି ଯେ agency ଆମମାନଙ୍କ ଦରମା କାହାର ଦୁଇ ଦିନ,  କାହାର ତିନି ତ କାହାର 5,6 ଦିନର ଦରମା କାଟୁଛି କିନ୍ତୁ osam board ଠାରୁ ସମସ୍ତଙ୍କର ପୁରା ଦରମା ଆଣିଛି ଯାହା osam board ମଧ୍ୟ ଜାଣିନାହିଁ, ଉଦାହରଣ ସ୍ବରୂପ 

ଦେଖନ୍ତୁ  rmc ଜନଙ୍କର absentee statement ରେ 26 ଦିନ କାମ କରିଛି ବୋଲି ପଠାଇଛି, agency କିନ୍ତୁ 26 ଦିନ ଆକାରରେ ଦରମା ନ ପକାଇ ତାର 24/24 ଦିନର ଦରମା ପିଲାଙ୍କୁ ଦେଉଛି କିନ୍ତୁ  osam board କୁ absentee statement ଅନୁଯାୟୀ 26 ଦିନର bill ଦେଇ ସେହି 26 ଦିନର ପଇସା ଆଣିଛି 

ଆମର ଗୋଟିଏ ଦିନର ଦରମା ହେଉଛି (High skilled labour in odisha) -612+10(VDA)=622/-

VDA (variable dearness allowance) ଏହାର ଓଡ଼ିଆ ହେଲା ଚଲଣଶିଳ ମହଙ୍ଗା ଭତ୍ତା,  ଏହି ଭତ୍ତା ଆମକୁ ମିଲୁଛି ନା ନାହିଁ ଜଣା ନାହିଁ 

Our salary (High Skill labour)

Rs 612/- per day

Deduction

EPF (12%)= Rs.73.44/-

ESI(3.25%) = Rs.19.89/-

EPF +ESI= Rs 93.33/-

Amount in hand = 612-93.33= Rs. 518.67/- per day 

×××××××××××××××××××

EPF Should deposit 

73.44 ×2= Rs 146.88/- per day in our epf account.


ESI Should deposit 

19.89×2=39.78/- per day


ନିହାତି ଆମକୁ salary slip ପାଇଁ demand ରଖିବାର ଅଛି, କିନ୍ତୁ ଏହି problems କୁ ଆମକୁ osam board କୁ ଲେଖି ଜଣାଇବାକୁ ପଡିବ,  


ମୁଁ ଭାବୁଛି ଏହା ଉପରେ discussion ଓ step ଉଠାଇବା ପାଇଁ ଏକ meeting ରଖିବା,  ସମସ୍ତେ ଯୋଗ ଦେବେ, meeting time କୁ ଏହି group ରେ ଜଣାଇ ଦିଆଯିବ 

ଗତ 01.05.2026 ରେ labour commissioner ଙ୍କ ଦ୍ଵାରା issue ହୋଇଥିବା daily wages rate chart  କୁ enclosed କରୁଛି.   Naba

 

















.









.

Comments

Popular posts from this blog

Paddy Procurement (Training 2024-25)

QA Training

eNAM Odia