Online meating 14jun2026
ପିଲାମାନେ ଆଜି june 15, ଆଉ 15 ଦିନ ପରେ ସମସ୍ତେ free ହୋଇଯିବେ, ଆରାମ ରେ ଘରେ ବସିବେ, ତା ପରେ november ମାସରୁ renewals ପାଲା ଚାଲିବ, ଆମ ଭିତରୁ କିଏ ରହିବେ କିଏ ଯିବେ ତାର କୌଣସି ଠିକ୍ ନାହିଁ, ଏବେ ଠାରୁ ପଇସା ready ରଖି ଥାଆନ୍ତୁ କାରଣ renewals ଟାଇମ ରେ ଦେବାକୁ ପଡିବ.
ଆମ ମାନଙ୍କର ତ ଏକତା ନାହିଁ, Bhubaneswar ଡାକିଲେ ଆସୁନ, on line meeting ରେ join କରୁନ, ଆଉ କଣ କଲେ ହେବ ମୁଁ ଚିନ୍ତା ବି କରି ପାରୁନାହିଁ
ଭାଇ ଓ ଭଉଣୀ ମାନେ ଆମେ ଯେତେ ଦିନ କାମ କରିଛୁ ସେତିକି ଦିନର ଦରମା agency ଆମକୁ ଦେଉନାହିଁ, ଦୁଇ ତିନି ଦିନ କାଟି ଦେଉଛି କିନ୍ତୁ osam board ଠାରୁ ପୁରାଦିନ ର ପଇସା ଆଣିଛି, ଆମର ଯେତେ ଦିନର କାଟୁଛି ସେତିକି ଦିନର epf ଓ esi ମଧ୍ୟ କଟୁଛି ହେଲେ ଆମର ନିଦ ଭାଙ୍ଗୁ ନାହିଁ, ଆମେ କେବଳ କେବେ salary ଆସିବ ସେତିକି ଭିତରେ ସୀମାବଦ୍ଧ ହୋଇ ରହିଛୁ, ଯେତେ ହେଉ ଓ ଯେବେ ହେଉ salary ଗୋଟିଏ ମାସର ପାଇଗଲା ତ ବହୁତ ଖୁସି
June ରୁ ଘରେ 4 ମାସ ବସିବା, ଚିନ୍ତା ନାହିଁ, ଦେଖନ୍ତୁ ଆଗକୁ ପ୍ରାୟ ଅନେକ rmc ର staff retirement ହେବେ ଅନେକ post ଖାଲି ହେବାର ଅଛି, ଆମେ ଦୁଇ ବର୍ଷ ହେବ କାମ କରିସାରିଛୁ, ଜଦୀ ଏହା ଉପରେ ଧ୍ୟାନ ଦେଲେ କିଛି ପିଲା regular post ପାଇବାର ସମ୍ଭାବନା ଅଛି
ଭାଇ ମାନେ ଆମେ ଜଦୀ ଏକ ସ୍ଵର ହୋଇ ଲଢିବା ଜାରି ରଖିବା ତେବେ agency କେବେ ବି କାହାକୁ renewals ଟାଇମ ରେ ହଇରାଣ କରିପାରିବ ନାହିଁ
ଆମର ଏମିତି ଅନେକ ମୁଦା ଅଛି ଯାହାକୁ ଆମେ ରାଜରାସ୍ତା କୁ ନ ଆସିବା ପର୍ୟ୍ୟନ୍ତ ତାର ସମାଧାନ ହେବ ନାହିଁ, ଯେମିତି
1. 8 ମାସ କୁ 12 ମାସ କରିବା
2. Fixed monthly remuniration
3. Regular salary ପ୍ରଦାନ
4. Regular EPF/ESI ଦେବା
5. ସମସ୍ତ ପିଲାଙ୍କୁ ଆସନ୍ତା ନଭେମ୍ବର ମାସ ପୂର୍ବରୁ renewals ଘୋଷଣା କରିବା
6. Tender ଅନୁଯାୟୀ 8 ମାସର କାମ ଦେବା, ଜଦୀ କାମ ଦେଇ ପାରିଲେ ନାହିଁ appointment ଅନୁଯାୟୀ 8 ମାସର full ଦରମା ଦେବା
7. ସମସ୍ତଙ୍କୁ experience certificate ପ୍ରଦାନ କରିବା
8. ଜଦୀ ଭବିଷ୍ୟତ ରେ cooperation department ତରଫରୁ department ରେ ହେଉ, osam board ରେ ହେଉ, Agricultural ରେ ହେଉ , food suply department ରେ ହେଉ, rmc ରେ ହେଉ କୌଣସି ଚାକିରି ପାଇଁ ବାହାରେ ତେବେ ଆମ ପିଲାମାନଙ୍କୁ ଅଗ୍ରାଧିକାର ପ୍ରଦାନ କରିବା
9. ପୂର୍ବ ବର୍ଷ ଠାରୁ ଆମ ମାନଙ୍କ ଠାରୁ କାଟି ଥିବା ସମସ୍ତ salary, epf, esi ଅର୍ଥ କୁ ପ୍ରଦାନ କରିବା
ଏ ସବୁ ର ସମାଧାନ ପାଇଁ ଆମ ସମସ୍ତଙ୍କୁ physically ରାଜରାସ୍ତା ରେ ଉପସ୍ଥିତ ରହି ଦାବି ରଖିବାକୁ ପଡିବ
ଭାଇ ମାନେ କୁମ୍ଭକର୍ଣ୍ଣ ନିଦ୍ରା ରୁ ଉଠ, ଜାଗ୍ରତ ହୁଅ, ନିଜେ ବ୍ୟକ୍ତିଗତ ଭାବରେ steps ନେବା ପାଇଁ ଆଗକୁ ଆସ, ଯିଏ ଯେଉଁ ବିଭାଗରେ ପରିଚୟ ଅଛ, ତାର ଉପଯୋଗ କର ଯେମିତି କିଏ ମିଡିଆ ରେ ପରିଚୟ ଥିବ, କିଏ political field ରେ ପରିଚୟ ଥିବ, କିଏ ପ୍ରଶାସନ ବିଭାଗରେ ପରିଚୟ ଥିବ, କିଏ ପୁଲିସ ବିଭାଗରେ ପରିଚୟ ଥିବ, ନିଜେ directly ପରିଚୟ ଥାଅ ବା ମାଧ୍ୟମ ଅନୁଯାୟୀ ସହଯୋଗ କରିବା ଦରକାର, ଏହା ଜନଙ୍କର କାମ ନୁହଁ, ଏକତା ହିଁ ବଳ
ସବୁଠାରୁ ବଡ କଥା ହେଲା ସବୁ ସମୟରେ ସବୁ ସ୍ଥାନରେ ନିଜକୁ physically ଉପସ୍ଥିତ ରହିବାକୁ ପଡିବ, ନିଜେ କିଛି ନକଲେ ସୁଦ୍ଧା ଉପସ୍ଥିତ ରହିଲେ ସବୁ କାମ ହୋଇଯିବ, ଘରେ ବସି କେବଳ ଯେତେ ବି ଦରମା ଦିଅନ୍ତୁ ତାକୁ ଅନାଇ ବସିଲେ ହେବ ନାହିଁ, ଦରମା late ରେ ଆସୁ କିନ୍ତୁ ଆମକୁ ଉଚିତ୍ ମୂଲ୍ୟ ମିଲୁ (ଆମେ କାମ କରିଥିବା ସବୁ ଦିନର salary ମିଲୁ), ସମସ୍ତ ସୁବିଧା ମିଲୁ ( ଯଥା- epf ଓ esi କୁ regular deposit,casual leave, 8 months work and 8 months salary ଇତ୍ୟାଦି)
ନିଜ ପାଇଁ ଚେଷ୍ଟା କରିବା ସଙ୍ଗେ ସଙ୍ଗେ ଅନ୍ୟ ଭାଇ ଓ ଭଉଣୀ ମାନଙ୍କ ଉପକାର ପାଇଁ ବ୍ୟକ୍ତିଗତ ଭାବରେ ଛିଡା ହେବାର ସଂକଳ୍ପ ନିଅନ୍ତୁ .
ଆମେ ଏହି ସବୁ କରିପାରିବା ତାକୁ ପ୍ରଥମରେ mind ରେ ରଖନ୍ତୁ ତେବେ ଜାଇ ଆମର ଲକ୍ଷ୍ୟ ସାଧନ ହେବ,
ମୁଁ ସବୁବେଳେ, ସବୁ ସମୟରେ ତୁମ ସହ ଅଛି ଓ ରହିବି କିନ୍ତୁ ଏକୁଟିଆ କିଛି କରି ହେବ ନାହିଁ
ଯେଉଁ ମାନେ ଏହି କାମରେ ସବୁ ସମୟରେ ସମ୍ପୂର୍ଣ୍ଣ ସହଯୋଗ ଦେବେ ଅର୍ଥାତ୍ strike, rally, court work, online meeting, physical meeting ରେ ସବୁବେଳେ ଉପସ୍ଥିତ ରହି ପାରିବେ ଦୟାକରି ତାଙ୍କର
ନାମ, rmc ନାମ, ମୋବାଇଲ ନମ୍ବର କୁ pratik pothal ଙ୍କ WhatsApp number- 7749976868 ରେ ଆସନ୍ତା 17.06.2026 ରାତି 10pm ପର୍ୟ୍ୟନ୍ତ ପଠାଇ ଦିଅନ୍ତୁ,ମନେ ରଖନ୍ତୁ ପ୍ରକୂତ ଅସୁବିଧା ନ ଥାଇ କୌଣସି ବାହାନା କରି ଆମ କାର୍ଯ୍ୟକ୍ରମ ରେ ଯୋଗ ନ ଦେବା ବ୍ୟକ୍ତି ଦୟା କରି ନାମ ଦିଅନ୍ତୁ ନାହିଁ, କାରଣ ଆମ ଆଗକୁ ବଢିବା ପାଇଁ ଯେଉଁ future map ବା planning କରିବୁ ସେଥିରେ ପ୍ରତିବନ୍ଧକ ହେବ.
ପ୍ରତ୍ୟେକ rmc ର leader ମାନଙ୍କୁ ଅନୁରୋଧ ଦୟାକରି ନିଜ rmc ର ପିଲାମାନଙ୍କୁ ଏକାଠି ବସାଇ ଏହା ଉପରେ ଆଲୋଚନା କରି ଉଚିତ୍ ପିଲାଙ୍କ ନାମ ଦିଅନ୍ତୁ, ଯିଏ ନ ଆସୁଛି ଆମେ ଦୁଖଃ କରିବା ନାହିଁ, ଜଦୀ ନିଜେ rmc leader ଆସିବାରେ ଅସୁବିଧା ଅଛି ତେବେ ତାଙ୍କ rmc ରେ ଆଲୋଚନା କରି ଇଚ୍ଛା ଥିବା ଅନ୍ୟ QA କୁ ଦାଇତ୍ଵ ଦିଅନ୍ତୁ ଓ ଇଚ୍ଛା ଥିବା QA ପିଲାଙ୍କ ନାମ ପଠାନ୍ତୁ
ସମସ୍ତଙ୍କୁ ଧନ୍ୟବାଦ
ଆପଣ ମାନଙ୍କ ଭାଇ
NABA KISHOR ସୁନା
ଜୟ ଜଗନ୍ନାଥ






Comments
Post a Comment