Osamb-9jun2026


ଭାଇ ଓ ଭଉଣୀ  ଗତ କାଲି (9jun2026) osam board ରେ ପ୍ରାୟ ବିଭିନ୍ନ RMC ର ପାଖାପାଖି 110-150  ପିଲା ଯୋଗ ଦେଇଥିଲେ. ପ୍ରଥମରେ ଆମେ osam board ର ଅନୁମତି ନେଇ 10 ଜଣ ପିଲା osam board ର DGM Madam ଙ୍କୁ ଦେଖାକରି ଏକ ଦରଖାସ୍ତ ମାଧ୍ୟମରେ ଆମର ଦାବି ଜଣାଇଲୁ, ଆଲୋଚନା କଲୁ ଏବଂ strictly ଜଣାଇଦେଲୁ ଯେ ଆମକୁ ଜଦୀ ରଜ ପୂର୍ବରୁ ଦରମା ନ ମିଳେ ତେବେ ଆମେ ବାଧ୍ୟ ହୋଇ ରାଜରାସ୍ତାରେ ଆଇନ ଅମାନ୍ୟ ଆନ୍ଦୋଳନ କରିବୁ,  ମୁଖ୍ୟ ଦାବି ରଜ ଶେଷରେ  

ଭାଇ ମାନେ ଜେତେବେଳେ ନିଜେ ଯିବେ ନିଜେ ସବୁ କରିବେ,  ଦେଖିବେ  ଅନୁଭବ କରିବେ ତେବେ ଯାଇ ଜାଣିପାରିବେ ପ୍ରକୃତରେ କଣ ହେଉଛି ବା ଆଗକୁ କଣ 

ଗତ (9jun2026)  osam board ରେ ଆମର ପ୍ରଥମ ଦାବି ହେଲା ଯେ ଆମକୁ ଜଦୀ ରଜ ପୂର୍ବରୁ ଦରମା ନ ମିଳେ ଆମେ ରାଜରାସ୍ତାରେ ଧାରଣା ରେ ବସି ଆଇନ ଅମାନ୍ୟ ଆନ୍ଦୋଳନ କରିବୁ, ସେମାନେ ଡରିଗଲେ ଓ ବାଧ୍ୟ ହୋଇ agency କୁ ଡାକି osam board conference hall ରେ ଆମ ସବୁ ଅସୁବିଧା କୁ ଶୁଣିଲେ, ଏହା ପ୍ରଥମ ଯେ ଉଭୟ osam board ଓ agency ଏକାଠି ମିଶି ଆମର ସମସ୍ତ problem କୁ ଶୁଣିଲେ ଏବଂ ତାର ସମାଧାନ ର ପ୍ରତିଶ୍ରୁତି ଦେଲେ. ଯେଉଁ ମାନେ ଯାଇଥିବେ ଜାଣିଥିବେ ଯେ ମୁଁ ପ୍ରାୟ ଗୋଟିଏ ଘଣ୍ଟା ହେବ ଆମର ସମସ୍ତ ଅସୁବିଧା କୁ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରି ଜଣାଇଲି,

 

ଭାଇ ଓ ଭଉଣୀ ମାନେ ରଜ ପୂର୍ବରୁ  2ମାସର ଦରମା ଦେବେ ବୋଲି ନେଇ ŶŹ

ଭାଇ ଓ ଭଉଣୀ ମାନେ ସମୁଦାୟ 2000 ପିଲା ରୁ ସବୁବେଳେ କେବଳ 80/90 ପିଲା ହିଁ ଆସୁଛନ୍ତି,  ଯାହା ସମୁଦାୟ ପିଲାର one percent (1%) ରୁ ବି କମ ହେଉଛି, ସମସ୍ତେ ଏକାଠି ହୋଇ ଆମର ବିଭିନ୍ନ ସମସ୍ୟା ଉପରେ ଲଢିବା ଦରକାର, ସମସ୍ତେ ଯୋଗ ଦେବା ଉଚିତ୍, ଆମ ଭିତରେ ମନମାଳିନ୍ଯ, ଭେଦଭାବ, ଅହଙ୍କାର ଆଦି ଭାବନା କୁ ଦୂର କରି ଏକାଠି ହୁଅନ୍ତୁ,  state union ରେ ମିଶନ୍ତୁ , ଆମେ ବହୁତ ଶୀଘ୍ର 8 ମାସ କୁ 12 ମାସ କରିବା,  fixed monthly salary ଆଦି ବଡ ସମସ୍ୟା ର ସମାଧାନ ଉପରେ ପଦକ୍ଷେପମାନ ନେବାକୁ ଯାଉଛୁ,  ସମସ୍ତଙ୍କୁ ଅନୁରୋଧ union ରେ ରଜ ପୂର୍ବରୁ ମିଳିବାକୁ ଥିବା ଦରମା ପାଇଲେ ସଂଗଠନ କୁ ଆହୁରି ସୁଦୃଢ କରିବା ପାଇଁ state union ରେ join କରନ୍ତୁ 

ଏକାଠି ହୁଅ ଆଗକୁ ଏମିତି ବଡ ପଦକ୍ଷେପମାନ ନେଇ ଆମର ସ୍ଥିତି କୁ ମଜଭୁତ କରିବା,  ଧନ୍ୟବାଦ 

Naba suna 
















Jiiikjjkkkkkkk


ଦେଖନ୍ତୁ grp ରେ ବହୁତ ଗୁଡାଏ member ଅଛନ୍ତି ଆଉ ସମସ୍ତେ well educated ହେଲେ ଦୋଷ ଦେବାରେ ଲାଗିଛନ୍ତି ଯେ ଆମେ କାହିଁକି ତାଙ୍କ ସହ share କରୁନୁ I

ଗତକାଲି around 150 QAs bbsr ଆସିଥିଲେ ଏବଂ ଆମେ ସମସ୍ତେ ଆମ problem କୁ physically handle କରି both Agency & OSAMB କୁ ଜଣାଇଲୁ ହେଲେ ଯୋଉମାନେ ଆସୁନାହାନ୍ତି atleast ତାଙ୍କ problem grp ରେ ଜଣାଇଲେ ହୁଏତ ଆମେ ତାଙ୍କ ଆସିବା ପାଇଁ କିଛି solution ଦେଇପାରିବୁ I 

ମୁଁ ନବ କିଶୋର ଭାଇ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି ଯେ ସେ ଗତକାଲି meeting ରେ ଖୁବ୍ ସୁନ୍ଦର୍ ଭାବରେ ଆମ problem ଗୁଡାକ ଜଣାଇଲେ ଏବଂ ସେଇଠି ଆମେ ସମସ୍ତ QA ମଧ୍ୟ ତାଙ୍କ ସହ ଛିଡା ହେଇଥିଲୁ ଆଉ ସେଥିପାଇଁ ବୋଧେ ତାଙ୍କ ସାହାସ ମଧ୍ୟ ବଢ଼ିଥିଲା I 

ମୁଁ ଭାବୁଛି ଯେ ଏହି meeting ପରେ Agency & OSAMB ମଧ୍ୟ ଆଜିଠାରୁ ଚିନ୍ତା କରିବ ଯେ ସମସ୍ତେ ଏକାଠି ହେଇକି ଅଛନ୍ତି ଆଉ ଯୋଉଟା କହୁଛନ୍ତି ସେଇଟା କରୁଛନ୍ତି I

ଆମେ ସବୁବେଳେ ଚାହୁଁଛୁ ଯେ ଆଗକୁ 1700 ପିଲା ଆମ ସହ  ଛିଡା ହୁଅନ୍ତୁ ଯେମିତି ଆମେ ସମସ୍ତେ ଆଉ ଟିକେ strong ମନେକରିବା I

ଆଉ ଥରେ ସମସ୍ତଙ୍କୁ ଅନୁରୋଧ Physically meeting attend କରନ୍ତୁ ଯେ ସେମାନେ ଜାଣିବେ କିଭଳି ସବୁ handle କରାଯାଉଛି I ଘରେ ଆମେ ବସି ରହିଲେ କିମ୍ବା duty ଅଛି କହି ନଆସିଲେ ଆମେ କେବେ strong ହୋଇପାରିବନି ଆଉ ଯାହାର କିଛି ପଇସା ନାହିଁ ଭାବି ଆସୁନାହାନ୍ତି ତାହେଲେ ଆଜିଠୁ duty ମଧ୍ୟ ଯାଆନ୍ତୁନି କାରଣ ସେଇଟା ବି ପଇସା ଖର୍ଚ୍ଚ ହେବ I

ଆଉ ଥରେ ସମସ୍ତ 150 QAs ଙ୍କୁ ମୁଁ ଧନ୍ୟବାଦ ଦେଉଛି ଯେ ସେମାନେ ତାଙ୍କ time ବାହାର କରି bbsr ଆସି ଆମ ସହ ଛିଡା ହେଲେ I ଧନ୍ୟବାଦ୍    pratik







ସାଙ୍ଗ ମାନେ

ଯେଉଁ ମାନେ ମିଟିଂ ଯାଇଥିଲେ ସେମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ । ସେମାନେ ଶ୍ରମ ,ସମୟ ଏବଂ ଅର୍ଥ  ଖର୍ଚ୍ଚ କରି  ଆପଣଙ୍କ ର  ବାସ୍ତବ ସମସ୍ୟାକୁ ଉପସ୍ଥାପନା କରିବାକୁ ପ୍ରୟାସ କରିଥିଲେ। ମୁଁ ବ୍ୟକ୍ତିଗତ ଭାବେ ଏହି ପ୍ରସଙ୍ଗ ରେ

ଉପସ୍ଥାପନା କଲି ।

1) ଅର୍ଦ୍ଧ ବେକାରୀ ସମସ୍ୟା ଦୂରୀକରଣ  ଅର୍ଥାତ (6 ମାସ ପରିବର୍ତ୍ତେ 12 ମାସ)

2)ସମସ୍ତ ବକେୟା ମାସର ଦରମା

ଆଉ କିଛି ସମସ୍ୟା ମନରେ ଉଙ୍କି ମାରୁଥିଲେ ମଧ୍ୟ ସମୟ ଅଭାବ ରୁ ମୋ ପ୍ରସଙ୍ଗ କୁ ବିରାମ ଦେବାକୁ ବାଧ୍ୟ ହେଲି

ସବୁ ପୋଷ୍ଟ କୁ ପଢୁଛି

ହେଲେ ପରିଶେଷରେ ଏତିକି କହିବି

ଅଙ୍ଗୁର ପେନ୍ଥା ର ମୂଲ୍ୟ ଛଡ଼ା ହୋଇଥିବା ଅଙ୍ଗୁର ଠାରୁ ଢେର୍ ଅଧିକ। 

After all Unity is strength

Avoid from odd arguments 

ସମସ୍ତଙ୍କୁ ଧନ୍ୟବାଦ। Nihar 

ଜୟ ଜଗନ୍ନାଥ 










ଭାଇ ଓ ଭଉଣୀ ମାନେ ମୁଁ ଆଜି ଏହି group ରେ ଚାଲିଥିବା discussion ଉପରେ କିଛି କହିବି,  ଦେଖନ୍ତୁ ଗତ କାଲି osam board ରେ ପ୍ରାୟ ବିଭିନ୍ନ RMC ର ପାଖାପାଖି 110  ପିଲା ଯୋଗ ଦେଇ ଥିଲେ,  ସେ ମଧ୍ୟରୁ ଆମ ଏହି ଗ୍ରୁପ ରେ ଅର୍ଥାତ୍ union ରେ ଥିବା ପିଲା ହେଉଛନ୍ତି 50-60 ଏବଂ ଆମ union ରେ ନ ଥିବା 40-50 ପିଲା ଙ୍କୁ ଫୋନ ମାଧ୍ୟମ ରେ ବୁଝାଇ ଅଣହେଳା,  

ଭାଇ ମାନେ ମତେ ବିଶ୍ୱାସ ରଖି union fees ଜମା କଲେ ହେଲେ ଯେ କୌଣସି ପ୍ରୋଗ୍ରାମ ହେଲେ ଆପଣ ମାନଙ୍କ ସହଯୋଗ ରହୁ ନାହିଁ , ଭାବୁଛନ୍ତି ମୁଁ ନଗଲେ ଚଲିବ, ଅନ୍ୟ ମାନେ ତ ଯାଉଛନ୍ତି

କେତେ ଜଣ ବ୍ୟକ୍ତି ନିଜ ଦୋଷ ନ ଦେଖି କେବଳ ଅନ୍ୟ ର ଦୋଷ କୁ ହିଁ କୁହନ୍ତି,  ଯେମିତି union registration ର କଥା,  ଭାଇ ମାନେ ମୁଁ କଥା ଦେଇଛି 20/25 ଦିନ ଭିତରେ registration ସାରିଦେବୁ ଓ ତାର copy ଯେଉଁ ମାନେ ଗ୍ରୁପ ରେ ଲେଖୁଛନ୍ତି ସମସ୍ତେ ଜାଣିଛନ୍ତି ତାଙ୍କୁ ଦେଇ ଦେବା,  ଦେଖିବା ସେମାନେ ଆମ ପାଇଁ ସେହି copy ନେଇ କେତେ ସୁବିଧା କରାଇ ପାରୁଛନ୍ତି.

ଭାଇ ମାନେ ଗତ କାଲି ଆମେ ଏକ ଗାଡି ରିଜର୍ଭ କରି ଯାଇଥିଲୁ,  ଆମ ଏଠୁ ପ୍ରାୟେ 365km , ଆଜି ସକାଳୁ ଗାଡି କୁ 19,000/- ଟଙ୍କା ଦେଲୁ. ଦେଖନ୍ତୁ ଇଚ୍ଛା ଶକ୍ତି ଆଗରେ ସମସ୍ତ ପ୍ରତିବନ୍ଧକ ଫେଲ ହୋଇଥାଏ, ଆମର ବି ଏଠି ରବି session ପାଇଁ mandi ଚାଲିଛି, RMC secretary ଙ୍କ ସହ ଲଢେଇ କରି ଆମ rmc ର ସମସ୍ତ ପିଲା ଯାଇଥିଲେ.

ଭାଇ ମାନେ ଜେତେବେଳେ ନିଜେ ଯିବେ ନିଜେ ସବୁ କରିବେ,  ଦେଖିବେ  ଅନୁଭବ କରିବେ ତେବେ ଯାଇ ଜାଣିପାରିବେ ପ୍ରକୃତରେ କଣ ହେଉଛି ବା ଆଗକୁ କଣ ହୋଇପାରେ. 

ଦେଖନ୍ତୁ ପ୍ରାୟ ସମସ୍ତେ ସହ ଯୋଗ ଦେଇଛନ୍ତି,  ଯେମିତି ଆମକୁ ସବୁବଳେ ସହଯୋଗ ଦେଉଥିବା rmc ଗୁଡିକ ହେଲେ 

Kendrapara rmc
Junagardh rmc
Deogardh rmc
Nayagardh rmc
Kamakhyanagar rmc
Nuapada rmc 
Biramaharajpur rmc
Sambalpur rmc

କିନ୍ତୁ ଅନ୍ୟ rmc ମାନେ ମଧ୍ୟ ଆମକୁ ସହଯୋଗ କରୁଛନ୍ତି 

ସମୁଦାୟ 2000 ପିଲା ରୁ ଜଦୀ ସବୁବେଳେ କେବଳ 80/90 ପିଲା ହିଁ ଯୋଗ ଦେବେ ତେବେ ଆମକୁ କେତେ % ଫଳ ମିଳିବ ନିଜେ ଚିନ୍ତା କରନ୍ତୁ, 

ଗତ କାଲି osam board ରେ ଆମର ପ୍ରଥମ ଦାବି ହେଲା ଯେ ଆମକୁ ଜଦୀ ରଜ ପୂର୍ବରୁ ଦରମା ନ ମିଲେ ତେବେ ଆମେ ଆଉ ଆପଣଙ୍କ ପାଖକୁ ଆସିବୁ ନାହିଁ,  ଆମେ ରାଜରାସ୍ତାରେ ଧାରଣା ବସି ଆଇନ ଅମାନ୍ୟ ଆନ୍ଦୋଳନ କରିବୁ, ସେମାନେ ଡରିଗଲେ ଓ ବାଧ୍ୟ ହୋଇ agency କୁ ଡାକି osam board conference hall ରେ ଆମ ସବୁ ଅସୁବିଧା କୁ ଶୁଣିଲେ, ଏହା ପ୍ରଥମ ଯେ ଉଭୟ osam board ଓ agency ଏକାଠି ମିଶି ଆମର ସମସ୍ତ problem କୁ ଶୁଣିଲେ ଏବଂ ତାର ସମାଧାନ ର ପ୍ରତିଶ୍ରୁତି ଦେଲେ. ଯେଉଁ ମାନେ ଯାଇଥିବେ ଜାଣିଥିବେ ଯେ ମୁଁ ପ୍ରାୟ ଗୋଟିଏ ଘଣ୍ଟା ହେବ ଆମର ସମସ୍ତ ଅସୁବିଧା କୁ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରି ଜଣାଇଲି, 

ଭାଇ ମାନେ ନିଜ ଦୋଷ କୁ ପ୍ରଥମରେ ଦେଖ ଓ ତା ପରେ ଅନ୍ୟ କୁ ଆକ୍ଷେପ କରିବ, ସମସ୍ତଙ୍କର ଭୁଲ ଅଛି ମୋର ବି ଭୁଲ ଥାଇପାରେ 

ଏକାଠି ହୁଅ ଆଗକୁ ଏମିତି ବଡ ପଦକ୍ଷେପମାନ ନେଇ ଆମର ସ୍ଥିତି କୁ ମଜଭୁତ କରିବା,  ଧନ୍ୟବାଦ    naba



.




.





.

Comments

Popular posts from this blog

Paddy Procurement (Training 2024-25)

QA Training

eNAM Odia